ବଲାଙ୍ଗୀର: ଜିଲ୍ଲାରେ ଚିହ୍ନଟ ହେଲେ ଆଉ ୭ କୋରୋନା ପଜିଟିଭ । ପୂର୍ବରୁ ୯ ଜଣ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୪ ଜଣଙ୍କ ଚିକିତ୍ସା ଚାଲିଛି ।

ନୂଆ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ଆଗଲପୁର ଓ ସଇଁତଳା ବ୍ଲକର ରହିଛନ୍ତି । ସେହିପରି ଲୋଇସିଂହା, ବଙ୍ଗୋମୁଣ...